୧୦୦ କିଲୋ ଗଞ୍ଜେଇ ଜବତ : ଜଣେ ଗିରଫ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ପୁଲିସକୁ ମିଳିଛି ବଡ ସଫଳତା। ଗଞ୍ଜେଇ ଜବତ କରିବା ସହ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ମାଥିଲି ଆଇଆଇସି ରାମ ପ୍ରସାଦ ନାଗଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଗଞ୍ଜେଇ ଚାଲାଣ ରୋକିବା ନେଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ତେବେ ଗୋବିନ୍ଦପାଲ୍ଲୀ ସ୍ଥିତ ଝାଙ୍କରଦେଇ ମନ୍ଦିର ନିକଟରେ ପୁଲିସ ୨୪ ଘଣ୍ଟା ପେଟ୍ରୋଲିଂ କରିବା ସହ ଯାଞ୍ଚ ଫାଟକ ରଖି ପ୍ରତ୍ୟେକ … Continue reading ୧୦୦ କିଲୋ ଗଞ୍ଜେଇ ଜବତ : ଜଣେ ଗିରଫ